ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପୁତ୍ର ସନ୍ତାନ ଜନ୍ମଲାଭ କରିବାର ଉପାୟ - 
      ମହିଳାମାନେ ଗର୍ଭରେ ପୁତ୍ର ସନ୍ତାନ ଧାରଣ କରିବା ପାଇଁ ଅନେକ ଗୁଡ଼ିଏ ପଦ୍ଧତି ଅବଲମ୍ବନ କରିବା ଉଚିତ । ଯାହାଦ୍ଵାରା ଦମ୍ପତ୍ତିଙ୍କର ଆବଶ୍ୟକତା, କୁଳରକ୍ଷା ହେବା ସହିତ ପରିବାରରେ ଆନନ୍ଦର ଲହରି ଖେଳିଯାଏ  | ପ୍ରଥମେ ଦମ୍ପତ୍ତି ଶାରୀରିକ ଓ ମାନସିକ
ସ୍ତରରେ ପ୍ରସ୍ତୁତ ହୋଇଯିବା ଆବଶ୍ୟକ ।
କ’ଣ କରିବେ ?
୧. ଦମ୍ପଭି ନିଜର ଶୁକ୍ର ପରୀକ୍ଷା କରିନେବା ଉଚିତ । ଏହା ଠିକ୍ ଅଛି କି ନାହିଁ ।
୨. ପୁତ୍ର ସନ୍ତାନ ପାଇଁ ଗୁରୁଜନ ଏବଂ ଇଷ୍ଟଦେବଙ୍କ ନିକଟରୁ ଆଶୀର୍ବାଦ ଲାଭ କରିବା ଉଚିତ, ଯେ ମୋର ଗୁଣବାନ ସୁପତ୍ରଟିଏ ଜନ୍ମଲାଭ କରୁ ।
୩. ଋତୁସ୍ରାବର ୪ ଦିନ ପର୍ଯ୍ୟନ୍ତ କୌଣସି ପୁରୁଷଙ୍କର ମୁହଁକୁ ଚାହିଁବେ ନାହିଁ । ଷଷ୍ଠ, ଅଷ୍ଟମ, ଦଶମ, ଚତୁର୍ଦ୍ଦଶ ଓ ଷୋଡ଼ଶ ରାତ୍ରି ଗୁଡ଼ିକର ତୃତୀୟ ପ୍ରହରରେ
ସମ୍ଭୋଗକ୍ରିୟା ସମ୍ପାଦିତ କରିବେ ।
୪.  ସମ୍ଭୋଗ ପରେ ପତ୍ନୀ ଡାହାଣ କଡ ମାଡ଼ି
ଶୋଇବେ । ପୁରୁଷ ବାମ କଡ ମାଡ଼ି ଶୋଇବେ । ଏହି ସମୟରେ କୌଣସି ମନ୍ଦ ଚିନ୍ତା କରିବେ ନାହିଁ । ତା'ଛଡ଼ା ସାତ୍ତିକ ଭୋଜନ, ଶୁଦ୍ଧ ବସ୍ତ୍ର ପରିଧାନ
କରିବେ ।
୫. ଦେବ ପୂଜନ, ଧର୍ମଗ୍ରନ୍ଥ ପଠନ, ସଦ୍ଜ୍ଞାନ ଚର୍ଜା ଓ ଭକ୍ତି ଭାବରେ ନିଜକୁ ଉତ୍ସର୍ଗ କରି ଗୁରୁଜନଙ୍କ କରୁଣା ଲାଭ କରନ୍ତୁ । ଏହାଦ୍ଵାରା ପୁତ୍ର ସନ୍ତାନ ଜନ୍ମଲାଭ
କରିବାର ଆଶା ମନରେ ସଞ୍ଚାର ହୋଇଥାଏ ।

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post