ଏ ଦୁନିଆରେ ଯେତେ ବନୌଷଧ ବା ବୃକ୍ଷଲତା ଅଛି- ସମସ୍ତେ ନିଜର ସର୍ବାଙ୍ଗ ବା ପଞ୍ଚାଙ୍ଗ ( ପତ୍ର , ଫୁଲ , ଫଳ , ଛେଲି ଏବଂ ମୂଳ ) ରେ ନିଷୟ ବିଶେଷତ୍ ଧାରଣ କରିଛନ୍ତି , ଯେଉଁଥିରେ ରୋଗକୁ ନଷ୍ଟ କରିବାର ସମସ୍ତ ସଂଘଟକ ରହିଛି । କେତେକ ବନୌଷରେ ଅନ୍ତ୍ରଶୋଧକ , ରକ୍ତ ଶୋଧକ ଏବଂ ପ୍ରତି ସଂକ୍ରମକ ଗୁଣ ମଧ୍ୟ ଅଛି । କେତେକ ବନୌଷଧି , ଜରା ବ୍ୟଧୀ ନାଶକ ଏକ ଏକ ରସାୟନ ମଧ୍ୟ । ଏହି ସବୁ ଔଷଧକୁ ସ୍ଵରସ , କଳକ , ଚଟଣୀ , କ୍ୟାଥ , ଏବଂ ଚୂର୍ଣ୍ଣ ରୂପରେ ଜଳ , କ୍ଷୀର , ମହୁ , ମିଶ୍ର , ଲହୁଣି , ଘିଅ ଆଦି ଅନୁ ପାନ ସହିତ ଆମେ ବ୍ୟବହାର କରିପାରିବା ।

( ୧ ) ରସ ( ତାଜା ଔଷଧକୁ ବାଟି ପେଷି ତାହାର ରସ ବାହାର କରିବା )

( ୨ ) କଳକ ( ପଥରରେ ବଟା ହୋଇଥିବା କଞ୍ଚା ବା ଶୁଖିଲା ବନୌଷଧୀ )

( ୩ ) କ୍ଵାଥ ( ପ୍ରାୟ ୧୬ଗୁଣ ପାଣିରେ ଫୁଟାଇ ଅବଶେଷ ୪ ଗୁଣ ରହିବା ଘନୀଭୂତ ରସ )

( ୪ ) ଚୂର୍ଣ ( ପରିପକ୍ଵ ଔଷଧକୁ ଖରାରେ କିମ୍ବା ଛାଇରେ ଶୁଖାଇ ପାଉଡ଼ର ପ୍ରସ୍ତୁତ କରିବା )

( ୫ ) ଶୀତ - କଷାୟ ଏକତୋଳା ଔଷଧ ଚୂର୍ଣକୁ ୬ତୋଳା ପାଣିରେ ମାଟି ପାତ୍ରରେ ଗୋଟିଏ ରାତି ବତୁରାଇ ସକାଳୁ ଛାଣିବା ।

( ୬ ) ଫାଣ୍ଟ କଷାୟ : ଔଷଧକୁ ଚାରିଗୁଣ ଅତି ଗରମ ପାଣିରେ ପକାଇ ଅଳ୍ପ ସମୟ ପରେ ଚା ’ ପରି ଛାଣିବା ।

ଏଇ ହେଉଛି ବନୌଷଧ ସେବନର କେତୋଟି ମୁଖ୍ୟ ଧାରା “ ପଞ୍ଚାଙ୍ଗ ' ଯାହା ‘ ସର୍ବାଙ୍ଗ ' ତାହା– ମୂଳ , ଗଣ୍ଡି , ପତ୍ର , ଫୁଲ ଏବଂ ଫଳ ମିଶି ପଞ୍ଚାଙ୍ଗ । ବନୌଷଧକୁ ଯେତେବେଳେ ଯେଉଁ ପ୍ରକାରେ ଖାଇଲେ ବି ଏହାର ପ୍ରଭାବ ଶରୀରର ଉପଯୁକ୍ତ ସ୍ଥାନରେ ଦେଖାଯାଏ ଏବଂ ସେଥିରୁ ସ୍ଥାୟୀ ଲାଭ ମିଳିଥାଏ । ସ୍ଥାୟୀ ଲାଭ ପାଇବା ପାଇଁ ଧର୍ଯ୍ୟ ଥୁବା ଦରକାର । ଧୀର ପାଣି ପଥର କାଟେ , ବନୌଷଧକୁ ସର୍ବଦା ତାଜା ଅବସ୍ଥାରେ ଗ୍ରହଣ କଲେ ସେଥିରୁ ଅଧୁକ ସୁଫଳ ମିଳିଥାଏ । ଏହା ହେଉଛି ଆଜି କାଲିର ‘ହର୍ବାଲ ଜୁସ ’ ଲୋକପ୍ରିୟତା ଲାଭ କରିବାର ପ୍ରଧାନ କାରଣ ।

benefits of juse

ବହୁଲୋକ ଆଜିକାଲି ଜୁସ୍ ପିଇ ନିଜକୁ ରୋଗଠୁଁ ଯେମିତି ଦୂରରେ ରଖ୍ ପାରୁଛନ୍ତି ସେମିତି ସ୍ଵାସ୍ଥ୍ୟକୁ ସର୍ବଦା ଠିକ୍ ରଖପାରୁଛନ୍ତି । ସେଥିପାଇଁ ବଜାରରେ ଅନେକ ଜୁସ୍ ଦୋକାନ ସବୁ ଖୋଲିଛି । ଅନୁଧ୍ୟାନରୁ ଜଣାପଡ଼ିଛି ଡାଇବେଟିସ୍ ରୋଗୀଙ୍କ ପାଇଁ ପାଳଙ୍ଗ , ଗାଜର , କାକୁଡ଼ି ଏବଂ ଲିଚୁ ଜୁସ୍ ଅତି ଉତ୍ତମ । ହୃଦରୋଗୀମାନେ ପାଳଙ୍ଗ , ଲାଲ ଅଙ୍ଗୁର ଏବଂ ଗାଜର ଜୁସ ପିଇ ସୁସ୍ଥ ଅନୁଭବ କରୁଛନ୍ତି । ଯେଉଁମାନେ ନିଦ୍ରାହୀନତା ରୋଗରେ ପୀଡ଼ିତ ସେମାନେ ସେଓ , ଅଙ୍ଗୁର , ଲେମ୍ବୁ , ଧନିଆପତ୍ର , ଗାଜର ଜୁସ୍ ପିଉଛନ୍ତି । ଏସିଡ଼ିଟି ରୋଗୀମାନେ ଅଙ୍ଗୁର , କମଳା , ଗାଜର ଏବଂ ପାଳଙ୍ଗ ଜୁସ୍ ପିଇବାକୁ ପସନ୍ଦ କରୁଛନ୍ତି । ଯେଉଁମାନଙ୍କୁ ଥଣ୍ଡା ସର୍ଦ୍ଦି ସର୍ବଦା ଲାଗି ରହୁଛି ସେମାନେ ଲେମ୍ବୁ , କମଳା , ଅଙ୍ଗୁର , ସପୁରି ଆଦି ଭିଟାମିନ୍ ଚୁସ୍ ପିଉଛନ୍ତି । ରକ୍ତହୀନତା ରୋଗୀଙ୍କ ପାଇଁ ଲାଲ ଅଙ୍ଗୁର , ବିଟ୍ , ଗୀଜର , ପିସ୍ତା ବାଦାମ ଜୁସ ପ୍ରମାଣଯୋଗ୍ୟ ସିଦ୍ଧ ହୋଇଛି । ବୁଣ ରୋଗୀ ଯେଉଁମାନେ ଅଶୋଧୂତ ରକ୍ତ କାରଣରୁ ବିଭିନ୍ନ ତ୍ବଚା ରୋଗରେ ପୀଡ଼ିତ ସେମାନେ ଟମାଟୋ , କଞ୍ଚା ମଟର ଛୁଇଁ , କାକୁଡ଼ି , ପାଳଙ୍ଗ , ନାସପାତି ଆଦି ଜୁସ୍ କୁ ପସନ୍ଦ କରୁଛନ୍ତି । ଜଣ୍ଡିସ୍ ରୋଗୀମାନେ ଲେମ୍ବୁ , ଅଙ୍ଗୁର , ଗାଜର , ପାଳଙ୍ଗ , କାକୁଡ଼ି , ପଇଡ଼ , ଆଖୁରସ ଏବଂ ଲେମ୍ବୁ ରସ ମିଶ୍ରଣ , ସେବନ କରି ଶୀଘ୍ର ରୋଗରୁ ମୁକ୍ତ ହେଉଛନ୍ତି । ଉପରୋକ୍ତ ରୋଗପାଇଁ ନିର୍ଦ୍ଧାରିତ ଜୁସ୍‌ ସେମାନେ ପ୍ରତି ତିନି ଘଣ୍ଟାରେ ଥରେ ଏକାଦିକ୍ରମେ ୩୦ ରୁ ୪୦ ଦିନ ପିଇଥାନ୍ତି । କେଉଁ ରୋଗୀଙ୍କ ପାଇଁ ବେଉଁ ରସ ଆବଶ୍ୟକ ପାଠକରି ପାଠକେ କଣି ପାରିବେ । ଯେଉଁ ବନୌଷଧ ଆମର ପାଖାପାଟ୍ କ୍ଷେତ୍ରରେ ରହିଛି – ତାକୁ ସିନା ଆମେ ପ୍ରତିଦିନ ସଂଗ୍ରହ କରି ସ୍ଵରସ , କଳକ , ଚଟଣି , କ୍ଥ ବିଧୂରେ । ପ୍ରସ୍ତୁତ କରି ସେବନ କରି ପାରିବା , ମାତ୍ର ଯେଉଁ ବନୌଷଧୁ ଆମଠାରୁ ମାଇଲ ମାଇଲ ଦୂରରେ ଅଛି ତାକୁ ଆମେ ସବୁଦିନେ ପାଇପାରିବା ନାହିଁ । ସେ ସ୍ଥିତିରେ ତାକୁ ଚୂର୍ଣ୍ଣ କରି , ସାଇତି ରଖ୍ ୩ମାସ ରୁ ୬ମାସ ମଧ୍ୟରେ ବ୍ୟବହାର କରିପାରିବା ।

ସଦ୍ୟଗୃହୀତ କଞ୍ଚା ବନୌଷଧୁର ପଞ୍ଚାଙ୍ଗ ( ମୂଳ , ଛାଲି , ପତ୍ର , ଫୁଲ , ଫଳ ) କୁ କୁଟି ଛେଚି ଗ୍ରାଇଣ୍ଡି କରି ଚିପୁଡ଼ି ଛାଣି ସେଥିରୁ ଯେଉଁ ରସ ବାହାର କରାଯାଏ ତାହାକୁ ‘ ସରସ ' କୁହାଯାଏ । ଏହି ପ୍ରକାର ସ୍ବରସ ରୋଗ ଏବଂ ସ୍ବାସ୍ଥ୍ୟ ଉଭୟ ପକ୍ଷ ଲାଭପ୍ରଦ । ଏବେ ବଜାରରେ ଅନେକାନେକ ବୋତଲ ଦୟ ଜୁସ୍ କିଣିବାକୁ ମିଳୁଛି । ନିଜେ ପ୍ରସ୍ତୁତ କରି ସେବନ କରୁଥିବା ସ୍ଵରସ ଯେତେ ଲାଭପ୍ରଦ , ଏ ସବୁ ଜୁସ୍ ସେତେ ଲାଭପ୍ରଦ ନୁହେଁ । କାରଣ ସେ କେମିକାଲ ମିଶିଥାଏ । ଯେଉଁ ସ୍ଥାନରେ ନିଦ୍ଧାରିତ ବନୌଷଧ ମିଳୁ ନ ଥିବ ସେ ସ୍ଥଳରେ ଦୂର ସ୍ଥାନରୁ ସଂଗୃହୀତ ଚିରେଇତା , ଭୂଇଁନିମ୍ବ ଭଳି ବନୌଷକୁ ଶୁଖାଇ ରଖ୍ ଆଠଗୁଣ ଜଳରେ ୧ ୨ ଘଣ୍ଟା ବତୁରାଇ ସକାଳୁ ଛାଣି ଅଥବା ସେ ଶୁଷ ପଦାର୍ଥକୁ ଆଠଗୁଣ ଜଳରେ ସିଦ୍ଧ କରି ଚତୁର୍ଥାଶ ରହିଲେ ଛାଣି ବ୍ୟବହାର କରାଯାଇପାରେ । ଏଇଠି । ବିଟାଟିଏ କଥା ସ୍ମରଣ ଗବେ । କଥା ସରୁ ସଳି ଲାଭ ମିଳିଥାଏ ଲାଭ ଶୁଖା ସ୍ମରସରୁ ମଳ ନ ଏ । । ଶତାବରୀ , ଗୁଟି ପ୍ରଭୃତି ବିନତିକୁ ସର୍ବଦା କିଆରେ ବ୍ୟବହାର କରାଯାଏ । ଶୁଖାଇ ଦେଲେ ତା ' ଗୁଣଧର୍ମ । ଫେ s ଯାଇଥାଏ । ପରିକ୍ସ ଭିଖ ମଧ୍ୟରୁ କେତେକଙ୍କୁ ଖରାରେ , କେତେକଙ୍କୁ ଛାଇରେ ଶୁଖାଇ ଚୂର୍ଣ୍ଣ ପ୍ରସ୍ତୁତକରି କରାଯାଏ । କେତେକ ଗ୍ରଙ୍କ କଟୁ କର କ କରାଯାଇଥାୟୀ । ଏହାପରେ ଷଧ ପ୍ରତରେ ୧ମ ପୀ , ସ୍ଥାନ ହିମ ବା ଶୀତ କଷାୟ ବ : ୧ ୨ ଗ୍ରାମ ଭୟ କୁ ୭୨ଟ୍ରାମ ପାରେ ବା ନିବାରିତ ଓ S ଧକୁ # ପ ଗୁଏ ପାରେ ( ଜମି ପାଣ ବି W ର କରାସ ଇସର ) ଗୋଟିଏ ରାତି ଭଳଇ ଘଣ୍ଟା ସକାଳେ ଓଷଧନ୍ତି । ବନୌଷଧ ଶତକ 7 99 a ପା ନଷ୍ଟ ହୋଇ ] ଇ ଏ । କଳକୁ ବା ଚଟଣି ବିଧ : ପଥରରେ ବା ଶିଳରେ ବଟାହୋଇଥିବା କଞ୍ଚା ଦ୍ରବ୍ୟ ବା ଜଳ ମିଶାଇ ବର ହୋଇଥିବା ତୁଷ ଦୁବ୍ୟକୁ କନକ୍ କହନ୍ତି । ପଳେ ଅର୍ଥାତ୍ ୪୮ଗ୍ରାମ ଶୁଖୁଲା ଔଷଧରେ ପାଞ୍ଚପଳ ଜଳ ଦେଇ ବାଟିଲେ ଝି ତାହା କଳକ୍ ହୁଏ । ଚୂଥ ବା ପାଞ୍ଚଣ ବି : ପ୍ରକାର ଭେଦରେ ବୃଥ , ପାଚନ , ଦୀପନ ଆଦି ସାତ , ପ୍ରକାରର । ସାଧାରଣ ଭାବେ ବନୌଷଧକୁ ଯେଉଁ ପରିମାଣରେ ନେବାକୁ କୁହାଯାଇଥିବ ସେହି ପରିମାଣରେ ନେଇ ୪୦୦ ଗ୍ରାମ ପାଣିରେ ମୃତୁ ଅଗ୍ନିରେ ବା ଆଞ୍ଚ ନିଆଁରେ ସିଝାଇ ୧୦୦ ଗ୍ରାମ ରହିଲେ ଛାଣି ବ୍ୟବହାର କରାଯାଇଥାଏ । ଏହାକୁ କ୍ରାଥ କୁହାଯାଏ । କେତେକ ବୈଦ୍ୟ ୨୪ ଗ୍ରମାରୁ ୪୮ଗ୍ରାମ ଯାଏ ପ୍ରସ୍ତାବିତ ଔଷଧ ସାମଗ୍ରୀକୁ ଷୋଳ ଗୁଣ ପାଣିରେ ମନ୍ଦସିରେ ସିଝାଇ , ଏକ ଚତୁର୍ଥାଶ ରହିଲେ ଛାଣି ବ୍ୟବହାର କରିବାକୁ କହିଥାନ୍ତି । ବାଥ ସର୍ବଦା ମାଟିପାତ୍ରରେ ଢାଙ୍କୁଣିଦେଇ ( ଅଭାବେ ଷ୍ଟିଲ ପାତ୍ରରେ ଘୋଡ଼ଣି ଦେଇ ) ପ୍ରସ୍ତୁତ କରିବାର ଅଛି । ଆଲୁମିନିୟମ୍ ପାତ୍ରରେ କ୍ୟାଥ ପ୍ରସ୍ତୁତି ନିଷେଧ । ଆୟୁର୍ବେଦିକ ଚିକିତ୍ସାରେ ସାତ ପ୍ରକାର ବ୍ୟଥ ବ୍ୟବହାର କରାଯାଏ । ( ୧ ) ପାଚନ ଯାହାକୁ ରାତିରେ ସେବନ , କରାଯାଏ । ( ୨ ) ଦୀପନ ଯାହାକୁ ଦ୍ବିପ୍ରହର ପରେ ସେବନ କରାଯାଏ । ( ୩ ) ଶୋଧନ କ୍ୟାଥ ଯାହାକୁ ପ୍ରାତଃ କାଳରେ ସେବନ କରାଯାଏ । ସେହିଭଳି ( ୪ ) ସନ୍ତର୍ପଣ ବ୍ୟଥ ପ୍ରାତଃକାଳରେ ସେବନ କରାଯାଏ । ( ୫ ) ଶମନ କ୍ୟାଥ ଦ୍ବିପ୍ରହର ପୂର୍ବରୁ ସେବନ କରାଯାଏ । ସେହି ପରି ( ୬ ) ଛେଦମ ( ୭ ) ଶୋଷଣ ଏମିତି ଆଉ ଦୁଇ ପ୍ରକାର କ୍ୟାଥ ରହିଛି । ଆଜିକାଲି ବହୁଳ ବ୍ୟବହୃତ ସୁପ୍ ମଧ୍ୟ ଏକ ପ୍ରକାର କ୍ୟାଥ । ଯେଉଁମାନଙ୍କର ସର୍ବଦା କୋଷ୍ଠ କାଠିନ୍ୟ ରହୁଛି ସେମାନେ ଅନ୍ୟକିଛି ନଖାଇ ରାତିରେ କେବଳ ସୁପ ପିଇଲେ ଯଥେଷ୍ଟ ଲାଭ ପାଇବେ । ଏହି ସୁପ ପୋଟଳ , ସଜନାଛୁଇଁ , ଗାଜର , ଦୁଇଖୁସ ପିଇଲେ ସକାଳକୁ ଝାଡ଼ା ସଫା ହୋଇଯାଏ । ବିଟ , ଟମାଟୋ ଆଦିକୁ ସିଝାଇ ଚରଖାରେ ଘୋଟି , ଛାଣି ସନଫ୍ଲାୱାର ତେଲ ରସୁଣ ଅଦା ଜିରା ଦେଇ ବଘାରି ଖୁସେ ବିଧ : କୌଣସି କଣ ଅଭାବେ ବୁଝିଲା ଦୁବ୍ୟକୁ ଖଲୁରେ ପେଷି ପେଷି ଅଧିକରୁ ଅଧିକ ସୂକ୍ଷ୍ମତି ସୂକ୍ଷ୍ମ ବୁଦ୍ଧ ବିଟୁ ( ପରର ଭଳି ) କଲେ ତାହାକୁ ସାଧାରଣତଃ ଚୂର୍ଶ କୁହାଯାଏ । କେତେକ ସ୍ଥଳେ ସ୍ଵରସକୁ ମଧ୍ୟ ଖଲ୍ମରେ ସତ୍ଵକ ଆଦି ଅନେକ ବି ରହିଛି । ଘଷି ସେହି ପାଣିକୁ ବ୍ୟବହାର କରିବାକୁ ହିମ କଖାୟ ବା ଶୀତ କଷାୟ କୁହାଯାଏ ।

ଫାଣ୍ଟ କଷାୟ : ଔଷଧକୁ ଚାରିଗୁଣ ପରିମାଣର ଅତିଗରମ ପାଣିରେ ପକାଇ ତାହାକୁ ଢାଙ୍କି ରଖାଯାଏ । ଗରମ ପାଣି ଥଣ୍ଡା ହେବା ପରେ ସେ ଔଷଧକୁ ସେଥିରେ ମନ୍ଦି ଚକଟି ଚା ’ ଛାଣିଲାଭଳି ପାଣିକୁ ଛାଣି ପିଆଯାଏ । ଏହା ହିଁ ଫାଣ୍ଟ । ଘନସତ୍ଵ : ଗାଢ଼ ହେବା ବା ବହଳିଆ ହେବା ପର୍ଯ୍ୟନ୍ତ ସ୍ବାର୍ଥକୁ ସିଝାଯାଏ । ଏହା ହିଁ ଘନସତ୍ । କଳ୍ପ : ଏଥିରେ କଞ୍ଚା ବା ଶୁଖୁଲା ଔଷଧକୁ ଶିଳରେ ଉତ୍ତମ ରୂପେ ବାଟି ଗୁଳା କରି ଦିଆଯାଏ । ସେହି ଗୁଳା ଖୁଆଯାଏ । ଏହା ହେଲା କି । କାଢ଼ା : ଔଷଧ କ୍ଲାଥ ବିଧୂରେ ପ୍ରସ୍ତୁତ ହୋଇ ୧୦୦ ଗ୍ରାମ୍ ରହିଲେ ତାକୁ ପୁଣି ସିଝାଇ ଚାରିଭାଗରୁ ଭାଗେ ରଲେ ତାହା କାଢ଼ା ହୋଇଥାଏ । ପଞ୍ଚାଙ୍ଗ କଣ ? : ମୂଳ , କାଣ୍ଡ , ପତ୍ର , ଫୁଲ ଏବଂ ଫଳ ଏ ପାଞ୍ଚଟିକୁ ପଞ୍ଚାଙ୍ଗ କୁହାଯାଏ । ଯାହା ପଞ୍ଚାଙ୍ଗ ତାହା ସର୍ବାଙ୍ଗ । କାଣ୍ଡ କଣ ? : ଲତା ବା ଗଛର ଯେଉଁ ଅଂଶରେ ପତ୍ର ଲାଗିଥାଏ ତାହାକୁ କାଣ୍ଡ କୁହାଯାଏ । ପଞ୍ଚତିକ୍ତ କଣ ? : ସମଭାଗ ନିମ୍ବଛେଲି , ପୋଟଳ ପତ୍ର , ଅଙ୍କରାନ୍ତି ପଞ୍ଚାଙ୍ଗ , ଗୁଳୁଚିକାଣ୍ଡ ଏବଂ ଡେଙ୍ଗା ଭେଜି ପଞ୍ଚାଙ୍ଗକୁ ପଞ୍ଚତିକ୍ତ କୁହାଯାଏ । ପଞ୍ଚନିମ୍ବ କଣ ? : ନିମ୍ବପତ୍ର , ଛାଲି , ମୂଳ , କାଣ୍ଡ , ଫୁଲ ଓ ଫଳକୁ ପଞ୍ଚନିମ୍ବ କୁହାଯାଏ । ଖାଲି ପେଟ କଣ ? : ଖାଦ୍ୟ ଗ୍ରହଣର ୪ ଘଣ୍ଟା ପରେ ।

ନିଜର ପ୍ରତିକ୍ରିୟା ଦିଅନ୍ତୁ

Previous Post Next Post